ରାସ୍ତା ଅବସ୍ଥା ଶୋଚନୀୟ, ଧାନରୋଇ ପ୍ରତିବାଦ କଲେ ଗ୍ରାମବାସୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାସ୍ତା ନିର୍ମାଣ ପାଇଁ ଅଭିନବ ପ୍ରତିବାଦ । କାଦୁଅ ରାସ୍ତାରେ ଧାନ ଚାରା ରୋପଣ କରି ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏସପିଙ୍କ କାର୍ଯ୍ୟାଳୟ ନିକଟରେ ତେଲିଗୁଡା ଗ୍ରାମକୁ…