ବାରଣାସୀରେ ମୋଦି, କାଶୀ ବିଶ୍ଵନାଥ ଦର୍ଶନ ପରେ ରୋଡ଼ ଶୋରେ ଯୋଗଦେବେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ବିପୁଳ ଭୋଟରେ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ପାଇଁ ବାରଣାସୀ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି । ସେ ଆଜି ସକାଳୁ ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚି ଥିବା ବେଳେ…