ଦଶମ ଶ୍ରେଣୀରେ ପଢାଯିବ ସଡକ ସୁରକ୍ଷା ବିଷୟ
ଓଡିଶା ଫାଷ୍ଟ ( ବ୍ୟୁରୋ): ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପଢାଯିବ ସଡ଼କ ସୁରକ୍ଷା ବିଷୟ । ସଡ଼କ ସୁରକ୍ଷା ବିଷୟରେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ସଡ଼କ ଦୁର୍ଘଟଣା ରୋକିବା…