Browsing Tag

Ring Ceremony

ବାମ ହାତରେ କାହିଁକି ନିର୍ବନ୍ଧ ମୁଦି ପିନ୍ଧାଇବାର କାରଣ,ଜଣାନ୍ତୁ

ଆମ ଦେଶରେ ପ୍ରତି ପ୍ରଥା ଏବଂ ପରମ୍ପରା ପଛରେ କିଛି ନା କିଛି ବୈଜ୍ଞାନିକ କାରଣ ରହିଥିଏ। ଏଭଳି ଏକ ପ୍ରଥା ହେଉଛି ବିବାହ ପୂର୍ବରୁ ନିର୍ବଦ୍ଧ କରାଯାଇଥାଏ। ଏଥିରେ ପୁଅ ଏବଂ ଝିଅ ପରସ୍ପରକୁ ବାମ ହାତର ୪ର୍ଥ ଅଙ୍ଗୁଳିରେ ମୁଦି ପିନ୍ଧାଇଥାଏ। ବହୁ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି। ତେବେ…

ବାହା ହେବାକୁ କହି ଆସିଲେନି ବିଧାୟକ ବର

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନିଜ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ । ପ୍ରେମିକା ସୋମାଲିକାଙ୍କ ସହ ଶୁକ୍ରବାର ଥିଲା ରେଜେଷ୍ଟ୍ରି ବିବାହ ତାରିଖ।…