ଏଣିକି ଏଟିଏମରୁ ମିଳିବ ଚାଉଳ
ଏଣିକି ଏଟିଏମରୁ ମିଳିବ ଚାଉଳ । ଏଥିପାଇଁ ରାଜ୍ୟ ସରକାର ଅଲ ଟାଇମ ଗ୍ରେନ ବ୍ୟବସ୍ଥା କରୁଛନ୍ତି । ୨୪ ଘଣ୍ଟା ମିଳିବ ରାସନ । ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ୱରରୁ ଆରମ୍ଭ ହେବ । ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ…