ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ମଗାଯିବ କାରଣ ଦର୍ଶାଅ ନୋଟିସ୍, ଉଲଂଘନ କରିଥିଲେ କରୋନା କଟକଣା
କଟକ ୨୪।୧୨: ରେଭେନ୍ସା ବିଶ୍ବବିଦ୍ୟାଳୟରେ କରୋନା କଟକଣା ଉଲଂଘନ କରି ନାଚଗୀତ କରିବା ପ୍ରସଙ୍ଗରେ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ମଗାଯିବ କାରଣ ଦର୍ଶାଅ ନୋଟିସ୍ । ଏ ନେଇ ସିଏମସି ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି । ବିଶ୍ବବିଦ୍ୟାଳୟରେ କରୋନା କଟକଣା ଉଲଂଘନ କରି ଆୟୋଜନକୁ ନେଇ…