Browsing Tag

Restricted To Operate In Bhubaneswar: BMC

ମାର୍କେଟ କମ୍ପ୍ଲେକ୍ସ ଠାରୁ ଅଲଗା ଥିଲେ ଦୋକାନ ଖୋଲିପାରିବ, ଚା’ ଓ ପାନ ଦୋକାନ ଉପରେ କଟକଣା ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ ସେନେଇ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡ଼ିକ ଖୋଲିପାରିବ ।…