ହୋଟେଲ, ବାର, ରେଷ୍ଟୁରାଂଟ ଖୋଲିବାକୁ ମିଳିଲା ଅନୁମତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ସମସ୍ତ ହୋଟେଲ, ବାର, ରେଷ୍ଟୁରାଂଟ ଖୋଲିବାକୁ ମିଳିଲା ଅନୁମତି । ଏଣିକି ହୋଟେଲରେ ବସି ଖାଇପାରିବେ ଗ୍ରାହକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଏସଓପି କଡାକଡି ଭାବେ ପାଳନ କରି ଗ୍ରାହକଙ୍କୁ ପରସି ପାରିବେ ଖାଦ୍ୟ । ମାତ୍ର ଅବରୋଧ…