କମିଶନରେଟ୍ ପୋଲିସରେ ବଡ଼ ଧରଣର ଅଦଳବଦଳ, ଅଡ଼ିଓ ଭାଇରାଲ ପରେ ବଦଳିଲେ ଭୁବନେଶ୍ୱର ଜୋନ-୪ ଏସିପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କମିଶନରେଟ୍ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଦୁଇଦିନ ତଳେ ଜଣେ ସାମ୍ବାଦିକ ଏବଂ ଲକ୍ଷ୍ମୀସାଗରର ଜଣେ ପୋଲିସ ଅଧିକାରୀଙ୍କ ଅଡ଼ିଓ ଭାଇରାଲ ହୋଇଥିଲା । ଯାହା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶେଷରେ ଆଜି ପୋଲିସ କମିଶନର ପଦକ୍ଷେପ ଗ୍ରହଣ…