ସାମ୍ବାଦିକ ଆମର ଶତ୍ରୁ ନୁହନ୍ତି ମିତ୍ର, ପୋଲିସ ସହ ନ ଆସିବାକୁ ଅନୁରୋଧ : ମାଓବାଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ ଦାନ୍ତେୱାଡାରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କୁ ହତ୍ୟା ପରେ ମାଓବାଦୀ ସଙ୍ଗଠନ ଦର୍ଭା ଡିଭିଜିନାଲ କମିଟି ମୁଖପାତ୍ର ସାଇନାଥ ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି । ସେ ଏହି ଘଟଣା ପାଇଁ ଦୁଃଖପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି ସାମ୍ବାଦିକ ମନେ ଆମର…