Browsing Tag

Reporter & politics leader Chandan Mitra

ବିଜେପି ରୁ ଇସ୍ତଫା ଦେଲେ ଚନ୍ଦନ ମିତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚନ୍ଦନ ମିତ୍ର ସାମ୍ବାଦିକତା ଓ ରାଜନୀତି କ୍ଷେତ୍ର ର ଏକ ଜଣା ଶୁଣା ନାଁ। ଯେ କି ନିଜର ସାମ୍ବାଦିକତା ଇଂରାଜୀ ଦୈନିକ ଖବରକାଗଜ ‘ଦ ଷ୍ଟେଟମେନ’ ରୁ ଆରମ୍ଭ କରିଥିଲେ ଓ ପରେ 'ଦ ପାଏନର' ର ସମ୍ପାଦକ ହୋଇଥିଲେ। ସେ ୨୦୦୩ ରୁ ୨୦୦୯ ପର୍ଯ୍ୟନ୍ତ ପ୍ରଥମ ଥର ରାଜ୍ୟସଭା…