ପୋଷ୍ଟାଲ ଦୁର୍ନୀତି ତଦନ୍ତକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିଲ୍ଲାରେ ପୋଷ୍ଟାଲ ଦୁର୍ନୀତିର ତଦନ୍ତକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋରାପୁଟ ଜିଲ୍ଲା ଜୟପୁରରେ ଜନ ଆଶୀର୍ବାଦ ଯାତ୍ରାରେ ରୋଡ୍ ଶୋ ପରେ ମନ୍ତ୍ରୀ ଜୟପୁର ହେଡ ପୋଷ୍ଟ ଅଫିସ ପରିଦର୍ଶନ କରିଥିଲେ । ଏହି ଅବସରରେ…