Browsing Tag

Relief distributed by Nandhighosa odia channel with the help of Amresh Jena

ନନ୍ଦିଘୋଷ ଓଡ଼ିଆ ଚ୍ୟାନେଲ ପକ୍ଷରୁ, ଅମେରେଶ ଜେନାଙ୍କ ସହାୟତାରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନନ୍ଦିଘୋଷ ଓଡ଼ିଆ ଚ୍ୟାନେଲ ଓ ଗଙ୍ଗାଧର ସାହୁ ଫାଉଣ୍ଡେସନ୍ ତରଫରୁ ଆଜି ଅପରାହ୍ନ ୪ଟା ସମୟରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ବସ୍ତିରେ ଚାଉଳ, ଡ଼ାଲି, ଅଟା ଓ ଚୂଡ଼ା ପ୍ରଭୃତି ଖାଦ୍ୟ ସାମଗ୍ରୀ ଗରିବ ଶ୍ରେଣୀର ପାଖାପାଖି ୧୫୦ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ…