ଓଡିଶା ପାଇଁ ୯୨୫୪ କୋଟିର ରେଳ ବଜେଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): 2022-23 ଆର୍ଥିକ ବର୍ଷର ବଜେଟ ଲୋକସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଘୋଷଣା କରିଛନ୍ତି । ଓଡିଶାକୁ ୯୨୫୪ କୋଟି ଟଙ୍କାର ରେଳ ବଟେଜ ରହିଛି । ତେବେ ଓଡିଶାର ରେଳବାଇର ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ…