ଓଡିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅରୁଣ ସାହୁଙ୍କ ପ୍ରତିକ୍ରିୟା
ଓଡିଶାରେ ବିଜେଡି-ବିଜେପି ମେଣ୍ଟ କୁ ନେଇ ଆଲୋଚନା ଚାଲିଥିବାବେଳେ, ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଆଜି ନବୀନ ନିବାସରେ ବସିଥିବା ବୈଠକରେ ସମସ୍ତ ବିଷୟ ଉପରେ ଆଲୋଚନା ହେଇଥିବା ନେଇ ସେ ସୂଚନା ଦେବା ସହିତ ଓଡିଶାରୁ ସ୍ୱାର୍ଥକୁ ଦେଖି…