ଓଡ଼ିଆ ଯୁବକ କୁ ନେଇ ଜାତୀୟ ରାଜନୀତିରେ ଝଡ।
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ଯଥା ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ, ଆଇଜିଏଚ ହସ୍ପିଟାଲ କୁ ସୁପର ସ୍ପେଶାଲିଟି ହସ୍ପିଟାଲ ରେ ପରିଣତି କରିବା ପ୍ରତିଶ୍ରୁତି ପୂରଣ ନହେବାରୁ, ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କୁ…