୩୦ ରୁ ୪୦ ମିନିଟ ଭିତରେ ବ୍ୟାଙ୍କ ରେ ବୁଲାଇଲେ କଳାକନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିନ ଦିପହରରେ ରାଉରକେଲାରେ ଘଟିଛି ବଡ଼ ଧରଣର ଡକାୟତି। ୮ଜଣ ଦୁର୍ବୃତ୍ତ ବନ୍ଧୁଙ୍କ ଦେଖାଇ ବ୍ୟାଙ୍କରୁ ୪୪ଲକ୍ଷ ଲୁଟି ନେଇଛନ୍ତି। ମ୍ୟାନେଜର ଓ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେବା ସହ ସିସିଟିଭି ହାର୍ଡ ଡିସ୍କ ମଧ୍ୟ ଦୁର୍ବୃତ୍ତ ଭାଙ୍ଗିନେଇଛନ୍ତି । ଏ…