Breaking News ପ୍ରଶାସକ,ଆଇନ ମନ୍ତ୍ରୀ, ପୁରୀର ମୁଣ୍ଡିଆଳଙ୍କୁ ବହିଷ୍କାର କର ଓଡିଶା ଫାଷ୍ଟ ବ୍ୟୁରୋ Jun 29, 2025 0 https://youtu.be/7bY--YZ2I7E?si=z7z1TxBm7dZjFVOB
Breaking News ଫଲ୍ସ ପାସ ବାଣ୍ଟିବାରେ ଯଉ ମନ୍ତ୍ରୀଙ୍କ ହାତ ଅଛି ତାଙ୍କୁ ବହିଷ୍କାର କର ଓଡିଶା ଫାଷ୍ଟ ବ୍ୟୁରୋ Jun 29, 2025 0 https://youtu.be/gm9zoGEisk4?si=yn9mmmmxYDsUimMI
Breaking News କାହା ଘରକୁ ଗଲା ବଳଭଦ୍ରଙ୍କ ଟାହିଆ, ତେଲୁଆ ଚାମଚା ପ୍ରଶାସକ ଓଡିଶା ଫାଷ୍ଟ ବ୍ୟୁରୋ Jun 28, 2025 0 https://youtu.be/8NVCwy7NtsE?si=lxxz4uzIPLSQrN43
Breaking News ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ ଓଡିଶା ଫାଷ୍ଟ ବ୍ୟୁରୋ Jul 9, 2022 0 ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଗୁଣ୍ଡିଚାରୁ ବଡ ଦେଉଳକୁ ଫେରିବେ ମହାପ୍ରଭୁ । ଚକ୍ରରାଜ ସୁଦର୍ଶନଙ୍କ ପରେ ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ସହ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି । ଦର୍ପଦଳନ ରଥରେ ପହଣ୍ଡିବିଜେ କରିବେ ଦେବୀ ସୁଭଦ୍ରା ।…
Breaking News ଆଜି ବାହୁଡ଼ା ଯାତ୍ରା; ଆରମ୍ଭ ହେଲା ପହଣ୍ଡି ବିଜେ ଓଡିଶା ଫାଷ୍ଟ ବ୍ୟୁରୋ Jul 9, 2022 0 ଆଜି ବାହୁଡ଼ା ଯାତ୍ରା। ଜନ୍ମବେଦିରେ ଲୀଳାଖେଳା ଶେଷ କରି ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ। ଲକ୍ଷଲକ୍ଷ ଭକ୍ତମେଳରେ ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିରକୁ ଫେରୁଛନ୍ତି ମହାବାହୁ। ଏଥିଲାଗି ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ଏବେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଚାଲିଛି।…
Breaking News ଆସନ୍ତାକାଲି ବାହୁଡ଼ା ଯାତ୍ରା; ଜାଣନ୍ତୁ ନୀତି ନିର୍ଘଣ୍ଟ ଓଡିଶା ଫାଷ୍ଟ ବ୍ୟୁରୋ Jul 8, 2022 0 ଆସନ୍ତାକାଲି ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିବେ ମହାପ୍ରଭୁ । ନାକଚଣା ଦ୍ୱାର ଆଗରେ ପ୍ରସ୍ତୁତ ହୋଇ ଠିଆ ହୋଇଛି ତିନି ରଥ । କାଲି ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀଜଗନ୍ନାଥ । ବାହୁଡାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ…
ଜୀବନଚର୍ଯ୍ୟା କାହିଁକି ପାଳନ କରାଯାଏ ହେରା ପଞ୍ଚମୀ, ଜାଣନ୍ତୁ ଏହାର ରୋଚକ କାହାଣୀ ବିଷୟରେ ଓଡିଶା ଫାଷ୍ଟ ବ୍ୟୁରୋ Jul 5, 2022 0 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ଆଜି ଅନୁଷ୍ଠିତ ହେବ ପବିତ୍ର ହେରା ପଞ୍ଚମୀ ନୀତି । ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବୁଲି ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ମାଆ ଲକ୍ଷ୍ମୀ ସାଆନ୍ତାଣୀ । କାରଣ ସାଙ୍ଗରେ ଲକ୍ଷ୍ମୀ…
Breaking News ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଓଡିଶା ଫାଷ୍ଟ ବ୍ୟୁରୋ Jul 4, 2022 0 ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଏହି ଗୁପ୍ତ ନୀତି କରାଯିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ପାରମ୍ପରିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର,…
Breaking News ଆଜି ବି ଗଡ଼ିଲାନି କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ରଥ ଓଡିଶା ଫାଷ୍ଟ ବ୍ୟୁରୋ Jul 3, 2022 0 ଆଜି ବି ଗଡ଼ିଲାନି କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ଗତକାଲି ଲଗାଣ ବର୍ଷା ଓ ରଥ ମୋଡ଼ ବାଙ୍କିଯିବାରୁ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ ହୋଇ ଦେବୋତ୍ତର ବିଭାଗ ଠାରୁ ମାତ୍ର କେଇମିଟର ଦୂରରେ ଅଟକିଥିଲା ରଥ । ତେବେ ଗତକାଲି ଜିଲ୍ଲା ପ୍ରଶାସନ, ମନ୍ଦିର…
Breaking News ଶ୍ରୀମନ୍ଦିର ଗର୍ଭଗୃହରେ କୌଣସି ସଙ୍କଟ ନାହିଁ ଓଡିଶା ଫାଷ୍ଟ ବ୍ୟୁରୋ Jul 3, 2022 0 ଶ୍ରୀମନ୍ଦିର ଗର୍ଭଗୃହରେ କୌଣସି ସଙ୍କଟ ନାହିଁ। ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କେବଳ ଧଳା ଆସ୍ତରଣରେ କେମିକାଲ ଦିଆଯିବ। ରବିବାର କୋର କମିଟି ଓ ଏଏସଆଇର ୧୫ ଜଣିଆ ଟିମ୍ ମିଳିତ ଭାବେ ଦୀର୍ଘ ତିନି ଘଣ୍ଟା ଧରି ତନ୍ନ ତନ୍ନ ଯାଞ୍ଚ କରିବା ପରେ ସୂଚନା ଦେଇଥିଲେ ଏଏସଆଇ ସୁପରିଟେଡେଣ୍ଟ…