Browsing Tag

Ratha nirman update 2021

‘ପ୍ରଭା’ ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ତିନିରଥରେ ଶ୍ରୀ ଜୀଉମାନଙ୍କ 'ପ୍ରଭା' ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି। ଏହି କାର୍ଯ୍ୟରେ ମୋଟ ୧୯୭ ଜଣ ନିର୍ମାଣକାରୀ ଯୋଗଦାନ କରିଥିଲେ । ଏହାସହ ତିନିରଥର ଦୁଆର ବେଢାରେ କନା…