ନନ୍ଦିଘୋଷ ରଥ ଭାଙ୍ଗିଲେ ମା ମହାଲକ୍ଷ୍ମୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମବେଦୀ ଗୁଣ୍ତିଚା ମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ଆଜି ପବିତ୍ର ହେରାପଞ୍ଚମୀରେ ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଖଣ୍ତେ କାଠ ଭାଙ୍ଗିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ମା ମହାଲକ୍ଷ୍ମୀ ଅଧର ଚୁମ୍ୱିତ ଆଜ୍ଞାମାଳ ପାଇ…