ଥାଇଲ୍ୟାଣ୍ଡ ରସାୟନ କାରଖାନାରେ ଅଗ୍ନିକାଣ୍ଡ ପରେ ବ୍ୟାପିଲା ବିଷାକ୍ତ ଧୂଆଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟଙ୍ଗକକ୍ ସହର ବାହାରେ ଥିବା ରସାୟନ କାରଖାନାର ନିଆଁ ମଙ୍ଗଳବାର ନିର୍ବାପିତ ହୋଇଛି। ଦମକଳ ବାହିନୀ ଦୀର୍ଘ ୨୪ ଘଣ୍ଟା ଲାଗି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କାରଖାନାରେ ନିଆଁ ଆୟତ ହେବା ପରେ ନୂଆ ସମସ୍ୟା ଉପୁଜିଛି। ଏଠାରୁ ବିଷାକ୍ତ ଧୂଆଁ…