ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଙ୍ଘେ
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ରାନିଲ ବିକ୍ରମସିଙ୍ଘେଙ୍କ ବାଜିମାତ୍ । ଦେଶର ନୂଆ ରାଷ୍ଟ୍ରପତି ହେଲେ ବିକ୍ରମସିଙ୍ଘେ । ରାଷ୍ଟ୍ରପତି ପଦ ପାଇଁ ତ୍ରିକୋଣୀୟ ଲଢେଇରେ ବିକ୍ରମସିଙ୍ଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି । ତାଙ୍କ ସପକ୍ଷରେ ୧୩୪ ଖଣ୍ଡ ଭୋଟ ମିଳିଥିବା ବେଳେ…