ଓଡ଼ିଶାର ଝିଅମାନଙ୍କ ପାଇଁ ନୂଆ ଆତ୍ମବିଶ୍ୱାସର ହସ୍ତାକ୍ଷର ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ ଶବିର
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ସରକାର ଏବେ ଝିଅମାନଙ୍କ ସୁରକ୍ଷାକୁ କେବଳ ଆଲୋଚନାର ବିଷୟ ଭାବେ ନୁହେଁ, ଶିକ୍ଷା ପ୍ରଣାଳୀର ମୂଳ ଅଂଶ ଭାବେ ଦେଖୁଛି । “ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ" ଯୋଜନା ଅଧୀନରେ ରାଜ୍ୟର ୬୧୧୭ ସରକାରୀ ବିଦ୍ୟାଳୟ ଓ ଛାତ୍ରାବାସରେ ପଢ଼ୁଥିବା…