ରାଣୀ ପଣ୍ଡାଙ୍କ ଆଖିରେ ପୁଣି ଲୁହ, ‘ମୋ ଭାଗ୍ୟରେ ନାହିଁ କାଳିଆ ଦର୍ଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପବିତ୍ର ଘୋଷ ଯାତ୍ରା । ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ପବିତ୍ର ଘୋଷ ଯାତ୍ରା ଅବସରରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କୁଷ୍ଠ ରୋଗୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ଭୁବନେଶ୍ବର ମଞ୍ଚେଶ୍ବର ସ୍ଥିତ ଲେପ୍ରସି କଲୋନୀରେ…