ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ମାମଲା ରଜ୍ଜୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ମାମଲା ରଜ୍ଜୁ । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିପକ୍ଷରେ ପରାଜିତ ବିଜେଡ଼ି ପ୍ରାର୍ଥୀ ନନ୍ଦିନୀ ଦେବୀ ଅଭିଯୋଗ ଆଣିଥିବା ବେଳେ ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର…