କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ବାନଙ୍କ ପରଲୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ,ଲୋକ ଜନ ଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା ଦେଶର ଜଣେ ଆଗଧାଡିର ଦଳିତ ରାଜନେତା ରାମବିଳାଶ ପାଶ୍ବାନଙ୍କର ଗୁରୁବାର ପରଲୋକ ଘଟିଛି। ରାମବିଳାଶ ପାଶ୍ବାନଙ୍କ ପରଲୋକ ନେଇ ପୁତ୍ର ଚିରାଗ ପାଶ୍ବାନ ଟ୍ବିଟ କରି…