Browsing Tag

ram temple

୪୯୨ବର୍ଷର ପ୍ରତୀକ୍ଷାର ଅନ୍ତ: ଅଯୋଧ୍ୟାର ଭୂମି ପୂଜା ସମ୍ପନ୍ନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):୪୯୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି ଆଜି। ଆଉ ଭାରତ ଅତିହାସରେ ଯୋଡି ହୋଇଛି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଆଜି ବୈଦିକ ରୀତିନୀତି, ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ…