ରାକ୍ଷୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ତନୁଶ୍ରୀ ଦାୟୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାଣା ଠାରେ ଆୟୋଜିତ ସିଏବ୍ଲୁଇ ଚାମ୍ପିୟନସିପ ପରେ ଜଣେ ମହିଳା ରେସ୍ଲର ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତଙ୍କୁ ଉଠାଇ ତଳେ କଚାଡି ଦେଇଥିଲେ । ଏଥିରେ ରାକ୍ଷୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବାରୁ ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମେଡିକାଲରେ ଚିକିତ୍ସାଧୀନ…