Browsing Tag

Rajyasabha MP Manas Mangaraj

ରାଜ୍ୟର ଦୁଇ ବିମାନବନ୍ଦର କାର୍ଯ୍ୟକ୍ଷମ କରିବାକୁ ସଂସଦରେ ଦାବି କଲେ ମାନସ ମଙ୍ଗରାଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂତନ ଭାବେ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟର ଉନ୍ନତି ପାଇଁ ନିଜ ସ୍ୱର ଉତ୍ତୋଳନ କରିଛନ୍ତି । ଶ୍ରୀଯୁକ୍ତ ମଙ୍ଗରାଜ କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସଂସଦରେ ଦାବି କରିଛନ୍ତି ।…