ଆଦାନୀ ମାମଲାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ, ରାଜ୍ୟସଭାର କାର୍ଯ୍ୟକୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ସ୍ଥଗିତ
ବିରୋଧୀ ସାଂସଦମାନେ ଆଦାନୀ ମାମଲାକୁ ନେଇ ରାଜ୍ୟସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରି ଏକ ଅଡୁଆ ସୃଷ୍ଟି କରିଥିଲେ। ଏହି ସମୟରେ, ବିରୋଧୀଦଳର ଏମ୍ପିମାନେ ରେକର୍ଡରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଭାଷଣର କିଛି ଅଂଶର ହଟାଇବାକୁ ନେଇ ଉତ୍ତେଜିତ ହୋଇ ବାଚସ୍ପତିଙ୍କ ପୋଡିୟମରେ ପହଞ୍ଚିଥିଲେ। ଏହା…