କଂଗ୍ରେସ ହାତ ଛାଡି ରାଜୁ ହେବେ ବିଜେପି ତିର୍ତ୍ତୋଲ ପ୍ରାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି କଂଗ୍ରେସର ହାତ ଛାଡିବେ ରାଜକିଶୋର ବେହେରା । ରାଜକିଶୋର ବିଜେପି ଯୋଗଦେବା ସହ ତିର୍ତ୍ତୋଲ ଉପନିର୍ବାଚନ ପ୍ରାର୍ଥୀ ହେବା ସ୍ଥିର ହୋଇସାରିଛି । ରାଜୁ ତିର୍ତ୍ତୋଲର ଜଣେ ଲୋକପ୍ରିୟ କଂଗ୍ରେସ ନେତା । ସେ ବିଜେପିରେ ଯୋଗଦେବା ଦଳକୁ ଅଧିକ ମଜଭୁତ କରିବ ବୋଲି…