ରାଜଧାନୀରେ ଚାଲିଥିଲା ଦେହବେପାର! ୩ ଯୁବତୀ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାକିରି ଦେବା ନାଁରେ ଶିକ୍ଷିତ ଯୁବତୀଙ୍କୁ ଦେହ ବେପାର କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ତାହା ପୁଲିସ ରାଜଧାନୀ ଭୁବନେଶ୍ୱରରେ। ଏନେଇ ଜଣେ ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ୍ ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି।…