Browsing Tag

Rajasthan road accident: 7death

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ଜଣଙ୍କ ଜୀବନ, ୧୦ ଆହତ

ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ବିଚିୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ରାଜପଥ- ୪୮ର ରତନପୁର ବର୍ଡର ନିକଟରେ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେବା ଫଳରେ ଏହି…