ରଜରେ ବିଭିନ୍ନ ପ୍ରକାର ପିଠା
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଓଡ଼ିଆ ରେ ୧୨ ମାସରେ ୧୩ ପର୍ବ। ଏହି ମଧ୍ୟରୁ ରଜ ଅନ୍ୟତମ। ପହିଲି ରଜରେ ବିଭିନ୍ନ ପ୍ରକାର ପିଠା କରା ଯାଏ। ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ । ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା…