ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ। ଦାଦାବଟି ଆଦାୟ ଅଭିଯୋଗରେ କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ ରାଜାକୁ ଉଠାଇ ନେଇଛିି। ଗିରଫ ପରେ ରାଜାଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଇଛି। ସରକାରୀ ଜମିରେ ଘର ତିଆରି ପାଇଁ ରାଜା ପ୍ରତି ମାସ ୨୦ ହଜାର ଟଙ୍କା…