ଅଲଗା ହେଲେ ଶିଳ୍ପା-ରାଜ କୁନ୍ଦ୍ରା !
ପୋର୍ଣ୍ଣୋଗ୍ରାଫି ମାମଲା ବା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଖବର ଶିରୋନାମାରେ ଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ପୁଣି ଚର୍ଚ୍ଚାରେ। ଡେବ୍ୟୁ ଫିଲ୍ମ 'UT 69' ଚର୍ଚ୍ଚା ସହ କୁନ୍ଦ୍ରାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟ ନେଟିଜେନ୍ସଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କାରଣ ଏହି…