Browsing Tag

Rain in august

୪୪ ବର୍ଷ ପରେ ଅଗଷ୍ଟ ମାସରେ ସବୁଠୁ ଅଧିକ ବର୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମଡୀ)ର ରିପୋର୍ଟ ଅନୁସାରେ ଭାରତରେ ଗତ ୪୪ ବର୍ଷ ପରେ ଅଗଷ୍ଟ ମାସରେ ସବୁଠୁ ଅଧିକ ବର୍ଷା ହୋଇଛି। ବର୍ଷା ଏତେ ମାତ୍ରାରେ ହୋଇଛି ଯେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ଆଇଏମଡୀ ଅନୁସାରେ, ଅଗଷ୍ଟ ୨୮ ପର୍ଯ୍ୟନ୍ତ ୨୫…