Browsing Tag

Railway exm

ଖୁସି ଖବର : ରେଳବାଇରେ ୧ ଲକ୍ଷ ୪୦ହଜାର ପଦବୀ ଖାଲି, ଡିସେମ୍ବର ୧୫ରୁ ପରୀକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ରେଳବାଇରେ ଖାଲି ପହିଥିବା ୧ ଲକ୍ଷ ୪୦ହଜାର ପଦବୀ ପାଇଁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ଡିସେମ୍ବର ୧୫ରୁ ଭାରତୀୟ ରେଳବାଇରେ ଖାଲିପଡ଼ିଥିବା ପଦବୀଗୁଡିକ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ। ରେଳବାଇ ପ୍ରାୟ ୩୫ହଜାର ୨୦୮ଟି ଗାର୍ଡ ଓ…