ଟ୍ରେନ୍ ରହଣି ଦାବିରେ ରେଳରୋକ
ଜୟପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ରେଳରୋକ । ଟ୍ରେନ୍ ରହଣି ଦାବିରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକ । ବାରମ୍ବାର ଲିଖିତ ଦାବି ପ୍ରଦାନ କରିବା ପରେ ମଧ୍ୟ ପାସେଞ୍ଜର ଟ୍ରେନ୍ ରହୁନାହିଁ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଲକ୍ଷ୍ମୀପୁର ଗସ୍ତ ସମୟରେ ଦାବିପତ୍ର ଦିଆଯାଇଥିଲା ।…