Browsing Tag

Rahul gandi

ଆମକୁ ମାର କିମ୍ୱା କବର ଦିଅ, ପଡିବନି ଫରକ୍: ଲକ୍ଷୀମପୁର ଯିବା ଜିଦରେ ରାହୁଲ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଉତ୍ତରପ୍ରଦେଶର ଲଖୀମପୁର ଖେରୀରେ ହିଂସା ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ସିଧାସଳଖ ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ ଚାଷୀଙ୍କୁ ମାରିଦେଉଛନ୍ତି…