କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ, ଟ୍ରାକ୍ଟର ଚଳାଇଲେ ରାହୁଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଞ୍ଜାବରେ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ‘ଖେତି ବଚାଓ ଯାତ୍ରା’ରେ ଦଳର ନେତା ରାହୁଲ ଗାନ୍ଧି ଟ୍ରାକ୍ଟର ଚଳାଇ ସାମିଲ ହେବା ଦେଖାଯାଇଛି। ଏହି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କଂଗ୍ରେସର ରାଜ୍ୟମୁଖ୍ୟ ସୁନିଲ ଝାଖର୍ ଓ…