Browsing Tag

Ragging

ପୁଣିଥରେ ବିଜେବି କଲେଜ ନାଁରେ ରାଗିଂ ଅଭିଯୋଗ

ପୁଣିଥରେ ବିଜେବି କଲେଜରେ ରାଗିଂ । ଏଥର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯୁକ୍ତ ୨ ଦ୍ୱିତୀୟ ବର୍ଷ କମର୍ସର ଜଣେ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସହପାଠୀ ମାଡ଼ ମାରିବା ସହ ବାଇକ ଛଡ଼ାଇ ନେଇଛନ୍ତି । ବଡ଼ଗଡ଼ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି…

ପୁଣିଥରେ ରାଜଧାନୀରେ ରାଗିଂ ଅଭିଯୋଗ; ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ଼ ମାରିବା ସହ ଉଠବସ୍ କଲେ ୩ ସିନିୟର

ରାଗିଂ ପାଇଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ରାଜଧାନୀରେ ଝଡ ଥମିନଥିବାବେଳେ ପୁଣିଥରେ ଆସିଛି ରାଗିଂ ଅଭିଯୋଗ । ଜଣେ ଛାତ୍ରଜଣଙ୍କୁ ୩ ଜଣ ସିନିୟରମାନେ ମାଡ଼ ମାରିବା ସହ ଉଠବସ୍ କରିଥିବା ଅଭିଯୋଗ ହୋଇଛି ଖଣ୍ଡଗିରି ଥାନାରେ। ଅଭିଯୋଗ କରିଥିବା ଛାତ୍ର ଜଣଙ୍କ ଯୁକ୍ତ…