Browsing Tag

Quick action team head suspended

ଭୁଶୁଡ଼ିଲା କୁଇକ ଆକ୍ସନ ଟିମ, ମୁଖିଆ ନିଲମ୍ବିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଇକ ଆକ୍ସନ ଟିମ ମୁଖ୍ୟ ଦୀପକ ଲେଙ୍କାଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ପୋଲିସ କମିଶନର ନିଲମ୍ବିତ କରିଛନ୍ତି । ନିଲମ୍ବନର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ କ୍ଷମତାର ଅପବ୍ୟବହାର କରିଥିବା କୁହାଯାଉଛି । ତେବେ ପୋଲିସ କମିଶନର ଙ୍କ…