ବଢ଼ିପାରେ ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍ ଅବଧି
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଣ୍ଟାଇନ୍ ଅବଧି ପୂର୍ବରୁ ୧୪ ଦିନ ଥିବା ବେଳେ ଏହା ଏବେ ୨୧ ଦିନ ପର୍ଯ୍ୟନ୍ତ ବଢ଼ିପାରେ। କ୍ୱାରେଣ୍ଟାଇନ୍ ଅବଧି ବଢ଼ାଇକୁ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।…