ଇତିହାସ ରଚିଲେ ପିଭି ସିନ୍ଧୁ
ଚଳିତ ସିଙ୍ଗାପୁର ଓପନରେ ଭାରତୀୟ ସଟଲର ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ । ମହିଳା ଫାଇନାଲରେ ଚୀନର ୱାଙ୍ଗ ଝି ୟିଙ୍କୁ ହରାଇ ସିଙ୍ଗାପୁର ଓପନ ଟାଇଟଲ ହାତେଇଛନ୍ତି ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା ।
ପିଭି ସିନ୍ଧୁ ସିଙ୍ଗାପୁର…