ଚିତ୍ତ ପଲେଇ ମୃତ୍ୟୁ ମାମଲା, ଆଜି ରିମାଣ୍ଡର ଶେଷ ଦିନରେ ଚାଲିଛି ଅଭିଯୁକ୍ତଙ୍କୁ ପଚରା ଉଚରା
ପୁରୀ ୨୬।୧୨: ଚିତ୍ତ ପଲେଇ ମୃତ୍ୟୁ ମାମଲା । ଦୁଇ ଅଭିଯୁକ୍ତ ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଊପାଧ୍ୟାୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଠାରୁ ରିମାଣ୍ଡରେ ନେଇଥିବା ବେଳେ ଆଜି ଶେଷ ଦିନରେ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ…