ପୁରୀ ଯାଉଥିବା ଟ୍ରେନ୍ ଭୁବନେଶ୍ୱର ରେ ଅଟକିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧ ତାରିଖରୁ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବ। ହେଲେ ଏବେ ପୁରୀକୁ ଟ୍ରେନ୍ ଚଳାଚଳ ହେବନି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେଣୁ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ସମସ୍ତ ଟ୍ରେନ୍ ଏବେ ଭୁବେନଶ୍ବରରୁ ଗଡ଼ିବ ଏବଂ…