ଲିଖିତ ଦାବି ପରେ ଶ୍ରୀମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେବେ ଖୋଲିବ ସିଂହ ଦ୍ୱାର । ଚାତକ ପରି ଚାହିଁ ରହିଛନ୍ତି ଭକ୍ତ । କରୋନା ମହାମରିକୁ ଦୃଷ୍ଟିରେ ରଖି ବନ୍ଦ ରହିଛି ଶ୍ରୀମନ୍ଦିର ଏବଂ ରାଜ୍ୟର ସମସ୍ତ ମନ୍ଦିର । ମାତ୍ର ଅନଲକ ୫ ର ନିୟମାବଳୀ କୋହଳ ହେବାପରେ ସେବାୟତ ମାନେ ଆଗକୁ ଶ୍ରୀମନ୍ଦିର ଖୋଲିବା ନେଇ ଆଶା ବାନ୍ଧି…