ପଞ୍ଜାଵୀ ଅଭିନେତା ଅମନ ଧାଲିୱାଲଙ୍କୁ ଆମେରିକାରେ ମରଣାନ୍ତକ ଆକ୍ରମଣ, ଦେଖନ୍ତୁ ଭିଡିଓ
'ଯୋଦ୍ଧା ଆକବର' ଏବଂ 'ବିଗ୍ ବ୍ରଦର' ଭଳି ଚଳଚ୍ଚିତ୍ରରେ ନଜର ଆସିଥିବା ପଞ୍ଜାବର ଜଣାଶୁଣା ଅଭିନେତା ଅମନ ଧାଲିୱାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଜିମ୍ରେ ଓ୍ଵାର୍କଆଉଟ୍ କରୁଥିବା ଅମନଙ୍କ ଉପରେ…