Browsing Tag

Pulwama terror attack: Kapil Sharma supports Navjot Singh Sidhu’s statement is in trouble

ସିଦ୍ଧୁଙ୍କ ସପୋର୍ଟ କରି ଫସିଲେ କପିଲ ଶର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲ୍‌ଓ୍ବାମା ଆତଙ୍କବାଦୀ ହାମଲକୁ ନେଇ ବିବାଦୀୟ ବୟାନ ଦେଇଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ସପୋର୍ଟ କରିଛନ୍ତି କମେଡି କିଙ୍ଗ୍‌ କପିଳ ଶର୍ମା । ଏହାପରେ ତାଙ୍କୁ ଖୁବ୍‌ ଟ୍ରୋଲ ହେବାକୁ ପଡ଼ିଛି । ସିଦ୍ଧୁଙ୍କ ସହ କପିଲଙ୍କୁ ମଧ୍ୟ ପାକିସ୍ତାନ ପଠାଇ ଦେବାକୁ କହିଛନ୍ତି…